ବାଂଲାଦେଶୀ ପ୍ରବାସୀ ଆମ ସଂସ୍କୃତି ପ୍ରତି ବିପଦ : ହିମନ୍ତ ବିଶ୍ବଶର୍ମା

ସବୁ ମଦ୍ରାସା ବନ୍ଦ କରିବାକୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ବେଲଗାବି: ବାଂଲାଦେଶୀ ପ୍ରବାସୀମାନେ ଆମ ସଂସ୍କୃତି ପ୍ରତି ବିପଦ ଓ ରାଜ୍ୟରେ ଥିବା ସମସ୍ତ ମଦ୍ରାସା ବନ୍ଦ କରାଯିବ ବୋଲି ଗୁରୁବାର ଦିନ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କର୍ଣ୍ଣାଟକର ବେଲଗାବିରେ ‘ବିଜେପି’ର ବିଜୟ ସଙ୍କଳ୍ପ ଯାତ୍ରାରେ ଉଦ୍‌ବୋଧନ ଦେଇ କହିଛନ୍ତି। ବେଆଇନ ଅନୁପ୍ରବେଶ ଘଟଣାରେ କ୍ଷୋଭ ପ୍ରକାଶ କରି ବରିଷ୍ଠ ‘ବିଜେପି’ ନେତା ତଥା ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ … Continue reading ବାଂଲାଦେଶୀ ପ୍ରବାସୀ ଆମ ସଂସ୍କୃତି ପ୍ରତି ବିପଦ : ହିମନ୍ତ ବିଶ୍ବଶର୍ମା